
ଏଇ ଶୀର୍ଷକଟି ଏକ ପ୍ରକାର ଚୌର୍ଯ୍ୟବୃତ୍ତିର ପରିଚାୟକ ।
ଏହି ଶୀର୍ଷକଟିର ମୂଳ ରଚୟିତା ହେଉଛନ୍ତି ବିଶିଷ୍ଟ ଅଜ୍ଞାତ ଭାରତୀୟ ନିରଦ ସି ଚୌଧୁରୀ । ତାଙ୍କର ଶୀର୍ଷକକୁ ଉପସ୍ଥିତ ଚରିତ୍ରଟି ଏଇଠେ ବ୍ୟବହାର କରିବାର କାରଣ ହିସାବରେ ଯାହା ଉପସ୍ଥାପନ କରିବ ତାହା ଅନେକ ପରିମାଣରେ ହାସ୍ୟକର । ଚରିତ୍ରଟିର କହିବା ଅନୁସାରେ ତାହାର ଜୀବନର ଯେଉଁ ସାମଗ୍ରିକ ରୂପଟି ଦେଖାଯାଏ ଚଳଣି ହେଉ କି ଚିନ୍ତା ହେଉ ତାହା
"ଅଧୀନର କିଛି ଦେବୋତ୍ତର ସଂପତ୍ତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |