କ୍ଳାନ୍ତ ଫସିଲ୍ ଏବଂ ପୃଥିବୀର ପ୍ରଥମ ଉପନ୍ୟାସ

ଦି ଟେଲ୍ ଅଫ୍ ଗେଞ୍ଜି ବା ପୃଥିବୀର ଏହି ପ୍ରଥମ ଉପନ୍ୟାସର ଉପନ୍ୟାସକାର ଭାବରେ ଯେଉଁ ନାଆଁଟି ଆମର ବିଶେଷ ପରିଚିତ ତାହା ହେଉଛି ମୁରାସାକୀ ଶିକିବୁ । ଏହା ଏକ ଛଦ୍ମନାମ ।


ଫଟାେ - ୱିକିପିଡିଆ
ପୃଥିବୀର ସର୍ବ ପ୍ରଥମ ଉପନ୍ୟାସର ନାଆଁ ହେଉଛି "ଦି ଟେଲ୍ ଅଫ୍ ଗେଞ୍ଜି" । ଏହା ଜାପାନୀ ଭାଷାରେ ଲିଖିତ । ଏହାର ଇଂରାଜୀ ଅନୁବାଦର ପୃଷ୍ଠା ସଂଖ୍ୟା ହେଉଛି ପ୍ରାୟ ୧୩୦୦ । ତେଣୁ ସେଦୃଷ୍ଟିରୁ ଦେଖିଲେ ଆମର ଏହି ପ୍ରଥମ ଉପନ୍ୟାସଟିକୁ ଏକ ବିପୁଳାୟତନର ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଉପନ୍ୟାସର ସମୟ ହେଉଛି ଜାପାନର ଏକ ରାଜବଂଶ "ହାଇନ୍ - କ୍ୟୁ"ର ଶାସନର

"କ୍ଳାନ୍ତ ଫସିଲ୍ ଏବଂ ପୃଥିବୀର ପ୍ରଥମ ଉପନ୍ୟାସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ