ଶ୍ରୀଗାନ୍ଧୀଦେବ: ଏକ ସ୍ମରଣାଲେଖ

ଗାନ୍ଧୀଜୀଙ୍କର ଜଳୁଥିବା ଚିତାର ଉଭୟପଟରେ ପ୍ରମୁଖ ଭାଗରେ ଛିଡା ହୋଇ ରହି ନିଜର ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଚିତା ନିଆଁରେ ଜଳିଯାଉଥିବା ଗାନ୍ଧୀଜୀଙ୍କର ଉଭୟ ହୃଦୟ ଓ ମସ୍ତିଷ୍କ, ପଣ୍ଡିତ ଜବାହାରଲାଲ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ।


ଫଟୋ - ୱିକିମିଡିଆ
ଆଜି ଗାନ୍ଧୀଦେବଙ୍କର ମହାପ୍ରୟାଣ ଦିବସ । ଏଇ ଦିବସ ସହିତ ଆମର ବେଦନାବୋଧଟି ପ୍ରଖର । ପୃଥିବୀରେ ଏମିତି କିଛି କିଛି ବିରଳ ସମୟ ଆସିଥାଏ ଯେତେବେଳେ ସାକ୍ଷାତ୍ ଦେବତାମାନେ ଏଠାରେ ଆମ ଗହଣରେ ରହିଥାଆନ୍ତି ଆଉ ଆମମାନଙ୍କୁ ଦେବସ୍ପର୍ଶ ଦେଇଥାନ୍ତି । ମାତ୍ର କିଛି ଲୋକ ନିଜ ନିଜର ବ୍ୟକ୍ତିଗତ କାରଣରୁ ଦେବତାମାନଙ୍କ ପ୍ରତି ଚିରକାଳ ଅସହଣୀ । ଆଉ ସେମାନେ ଦେବତାକୁ ଯଥାଶୀଘ୍ର ଲୋକାନ୍ତରିତ କରିବାର ଫିକରରେ ରହିଥାନ୍ତି

"ଶ୍ରୀଗାନ୍ଧୀଦେବ: ଏକ ସ୍ମରଣାଲେଖ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ