
ଇତିହାସ ସବୁବେଳେ ବିଚିତ୍ର ଏବଂ ନିରପେକ୍ଷ । ଯାହା ଅତୀତରେ ଘଟିଯାଇସାରିଛି ତାହାକୁ ବଦଳେଇଦେବାର ସାମର୍ଥ୍ୟ ଆଜି କାହାର ନାହିଁ, ସେ ଯେତେ ସମର୍ଥବାନ ହେଉ ନା କାହିଁକି । ତେଣୁ ସେଦୃଷ୍ଟିରୁ ଇତିହାସ ବସ୍ତୁତଃ ଏକ ଅବସ୍ଥାନଗତ ସ୍ଥିରତା ଅର୍ଥାତ୍ ଷ୍ଟାଟିସିଟି ସହ ସମସ୍ତ କାଳଖଣ୍ଡମାନଙ୍କୁ ଅତିକ୍ରମ କରିଥାଏ । ଆଉ ମଣିଷ ହିସାବରେ ଆମର କ୍ଷମତାକୁ ଜାହିର କରିବା ପାଇଁ ଆମେ କେବଳ ଇତିହାସର ସେହି ସ୍ଥିର
"କିଛି ଚିକିତ୍ସକ ଭୟଙ୍କର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |