
ଜଣେ ବିଶ୍ୱ ପ୍ରସିଦ୍ଧ ଡିଟେକ୍ଟିଭ୍ ବା ସତ୍ୟାନ୍ୱେଷୀର ଅକସ୍ମାତ୍ ମୃତ୍ୟୁ ଏଇଠି ଯେତେବେଳେ ଘଟିଛି ତେଣୁ ଆମ ସାମ୍ନାରେ ଘଟଣାଟି ପ୍ରଥମରୁ ସେମିତି ସହଜ ଲାଗିବ ନାହିଁ । ସେ ଯାହାହେଉ, ଏଠାରେ ପ୍ରସଙ୍ଗରେ ଯେଉଁ ଡିଟେକ୍ଟିଭ୍ ଜଣକ ଅଛନ୍ତି ସେ ହେଉଛନ୍ତି ବିଶ୍ୱସାହିତ୍ୟର ଅନ୍ୟତମ ତଥା ନିର୍ବିବାଦୀୟ ଶ୍ରେଷ୍ଠ ଗୋଇନ୍ଦା ଜେ. ଶେରିନଫୋର୍ଡ ହୋମସ୍, ଯାହାଙ୍କୁ ଶ୍ରଦ୍ଧାରେ ଲୋକ ଶେରଲକ୍ ହୋମସ୍ ନାମରେ ଜାଣନ୍ତି ।
ସେଦିନ ଥିଲା
"ଏକ ବିଚିତ୍ର ମୃତ୍ୟୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |