ମନେ ମନେ ଭାବୁଛି
ଫେରି ଆସନ୍ତାକି ମୋ ଶୈଶବ?
ପୁଣି ଥରେ ସେଇ ଗାଁ ଦାଣ୍ଡରେ
ସାଙ୍ଗ ସାଥି ମେଳେ ଖେଳ କୁଦ କରନ୍ତି l
ସେଇ ଗାଁ ଦାଣ୍ଡର ଧୂଳି ଧୂସରିତ ଶରୀରରେ
ପୁଣି ଥରେ ଖେଳିବାକୁ ଇଚ୍ଛା ଲାଗେ l
ସେଇ ବର୍ଷାରେ ଭିଜିବାକୁ ବି ମନ ଲାଗେ
ସେଇ କାଦୁଅ ପାଣିରେ ଖେଳିବାକୁ ବି
"ଫେରି ଆସନ୍ତାକି ମୋ ଶୈଶବ ?" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |