କବି ଅମରେଶ ପଟ୍ଟନାୟକ ପାଇବେ ଏ ବର୍ଷର ବିଷୁବ ପୁରସ୍କାର

ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ହରପ୍ରସାଦ ଦାସଙ୍କୁ ୨୦୨୦ ପାଇଁ ସମ୍ମାନଜନକ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ଏକଲକ୍ଷ ଟଙ୍କା ଓ ତାମ୍ରଫଳକ ସହ ସମ୍ମାନିତ କରାଯିବ । ସେହିଭଳି ବିଶିଷ୍ଟ କବି ଶ୍ରୀ ଅମରେଶ ପଟ୍ଟନାୟକଙ୍କୁ ୨୦୨୧ ପାଇଁ ସମ୍ମାନଜନକ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ଏକଲକ୍ଷ ଟଙ୍କା ଓ ତାମ୍ରଫଳକ ସହ ସମ୍ମାନିତ କରାଯିବ ।


ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ୭୨ତମ ବିଷୁବ ମିଳନ ଉତ୍ସବରେ, ଅନ୍ୟାନ୍ୟ ବର୍ଷ ଭଳି, କେତେକ ବିଶିଷ୍ଟ ସ୍ରଷ୍ଟା ଓ କଳାକାରଙ୍କୁ, ସେମାନଙ୍କର ବହୁମୂଲ୍ୟ ଅବଦାନ ଲାଗି, ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ଗତବର୍ଷ କରୋନା ଯୋଗୁଁ ବିଷୁବ ମିଳନ ଅନୁଷ୍ଠିତ ହୋଇପାରିନଥିଲା । ତେଣୁ ଚଳିତବର୍ଷ ୨୦୨୦ ଓ ୨୦୨୧ ପାଇଁ କୃତବିଦମାନଙ୍କୁ ସମ୍ମାନିତ

To continue reading "କବି ଅମରେଶ ପଟ୍ଟନାୟକ ପାଇବେ ଏ ବର୍ଷର ବିଷୁବ ପୁରସ୍କାର ", login now.

This page has been protected for subscriber only.

Report an Error