
ସେ କାଳେ ଜଙ୍ଗଲକୁ ଗିଳି ଦେଉଛି !
ଶୋଷି ଦେଉଛି ବି -
ଗାଁ ମାଟି ଆଉ ସ°ସ୍କୃତିର ବାସ୍ନା !
ତା' ପାକସ୍ଥଳୀରେ ପଶି,
ବାଟବଣା ହେଇଯାଉଛନ୍ତି -
ଯେତେ ସବୁ ମଣ୍ଡା, ଚକୁଳି,
ଏଣ୍ଡୁରୀ ଆଉ ପୋଡପିଠାମାନେ !
ତା' ଦିଗବଳୟ ପାଖରୁ କାଳେ
ଦିଗ ହାରି ଦେଉଛନ୍ତି -
ନଦୀ - ନାଳ
"ସହର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |