
୨୦୧୧ ମସିହା, ଜୁନ୍ ୪ ତାରିଖ ପାଖାପାଖି ଦିନ ୧:୪୫ରେ ମୁଁ ହସ୍ପିଟାଲରେ ପହଞ୍ଚି କାର୍ଡ ପଞ୍ଚ୍ କରୁଥାଏ । ମୋ ପଛଆଡୁ ଶୁଭିଲା, "ଗର୍ଲଫ୍ରେଣ୍ଡ", ଆଉ କୁନିକୁନି ହାତ ଦୁଇଟା ମୋ ପେଟ ପାଖରେ ଜୋରରେ କୁଣ୍ଢେଇ ଧରିଲେ । ମନେମନେ ଭାରି ଖୁସି ହୋଇଗଲି ଦେବୀ ସ୍ବରଟା ଶୁଣି । ପର ମୁହୂର୍ତ୍ତରେ ମନେପଡି ଆଶ୍ଚର୍ଯ୍ୟ ହେଲି ଯେ, ଆଜି ତ ଦେବୀର ଫଲୋଅପ୍ ଡେଟ୍ ନଥିଲା
"ପର୍ପଲ୍ ଡ୍ରେସ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |