
ଏଇ ଦୁଇଦିନ ହେବ ଭାରତୀୟ ସୋସିଆଲ୍ ମିଡିଆ ପୋଷ୍ଟ ଏବଂ କେତେକ ପ୍ରମୁଖ ମିଡିଆ ବା ନ୍ୟୁଜ୍ ସ°ସ୍ଥାରେ ଗୋଟିଏ ନ୍ୟୁଜ୍ ବା ରିପୋର୍ଟକୁ ନେଇ ଖୁବ୍ ଚର୍ଚ୍ଚା ଯେ, "ଭାରତୀୟ ବ°ଶଦ୍ଭୋବ ରିଷି ସୁନକ୍ ଗ୍ରେଟ୍ ବ୍ରିଟେନ୍ (ୟୁନାଇଟେଡ୍ କିଙ୍ଗଡମ)ର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ ହେଲେ ।" ଚର୍ଚ୍ଚା, ଆଲୋଚନା ଏବଂ ଶୀର୍ଷକଗୁଡିକ ଯଦି ଉପରେ ଲେଖାଯାଇଥିବା ବାକ୍ୟ ପରି ସରଳ ହୋଇଥାନ୍ତା, ତା'ହେଲେ ହୁଏତ ନା' ଏତେ
"ପ୍ରାଉଡ୍ ଇଣ୍ଡିଆନସ୍ !" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |