
ଆର ସାହି, ଗୋପ ବଡ ବା'ଙ୍କ
ଛାତି ବଥା ଆଜି ଭୋର୍ ରୁ,
ନମ୍ବର ଲାଗୁନି, ରଘୁଆ ଆମ୍ବୁଲାନ୍ସ ବାଲାର….
ଗାଡ଼ି କାଢ଼ି ହେଉନି ଘରୁ,
ସରକାର ଲଗେଇଛନ୍ତି ଧାରା - ୧୪୪ !
ରାତି ନ ପାହୁଣୁ,
ପଛ କବାଟ ବାଡେଇଲାଣି ତଳସାହି ଗଣିଆ,
ଛୁଆ ଦିଇଟା ତା'ର କାଲିଠୁ ଓପାସ,
ସରିଗଲାଣି ବି ହାଣ୍ଡିରୁ ବାସି
"ଧାରା - ୧୪୪" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |