
ଏଇ କିଛି ସପ୍ତାହ ତଳେ ମଧ୍ୟପ୍ରଦେଶରେ କୌଣସି ଏକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଜଣେ ନିର୍ଦ୍ଦୋଷ ବୃଦ୍ଧଙ୍କୁ ଅନ୍ୟ କୌଣସି ଧର୍ମାବଲମ୍ବୀ ଭାବି ପିଟିପିଟି ହତ୍ୟା କରିବାର ଅମାନୁଷିକ ଓ ବର୍ବର କାର୍ଯ୍ୟ ମୋତେ ପ୍ରଥମେ ବିଶ୍ୱାସଯୋଗ୍ୟ ମନେ ହୋଇନଥିଲା । ସେମିତି ଏଇ ଜୁନ୍ ୨ ତାରିଖରେ କାଶ୍ମୀରରେ ବ୍ୟାଙ୍କ ଭିତରେ ପଶି ଜଣେ ୨୯ବର୍ଷୀୟ କର୍ମଚାରୀଙ୍କୁ ଏକଦମ ସାମନାରୁ ଗୁଳିକରି ହତ୍ୟା କରିବା ଘଟଣା ମଧ୍ୟ ମୋତେ
"କାହାକୁ ହତ୍ୟା କରିବାର ଅଧିକାର ଦେଲା କିଏ ?" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |