
ଅଳ୍ପଦିନ ତଳେ ଇଣ୍ଟରନେଟ୍ ରେ ଛୋଟ ଝିଅଟିଏ ହସହସ ମୁହଁରେ ବହି ପଢୁଥିବା ଗୋଟିଏ ଫଟୋ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଅଧିକ ରିସର୍ଚ୍ଚ କଲାରୁ ଜାଣି ପାରିଲି, ଫଟୋରେ ବସିଥିବା ଝିଅଟିର ନା' ଅଦିବା ରିୟାଜ । ଯିଏକି ମାତ୍ର ୧୧ବର୍ଷ ବୟସରେ ନିଜର ବହି ପ୍ରକାଶିତ କରି କାଶ୍ମୀରର ସର୍ବକନିଷ୍ଠ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି । ଇଣ୍ଡିଆନ ବୁକ୍ ଅଫ ରେକର୍ଡ଼ସ ଦ୍ବାରା
"ସାହିତ୍ୟର ଝିଅ: ଅଦିବା ରିୟାଜ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |