ଆସମାନ୍ ସେ ଗିରେ, ଖଜୁର୍ ପେ ଅଟକେ

ମୋ' କଥାକୁ ଅଧାରୁ କାଟି ବୃଦ୍ଧା ଜଣକ କହିଲେ, "ମୋ' ପୁଅମାନେ ଏଠି ରୁହନ୍ତିନି । ବଡ଼ ପୁଅ - ବୋହୂ ଆମେରିକା ଆଉ ସାନ ପୁଅ - ବୋହୂ ଅଷ୍ଟ୍ରେଲିଆରେ । ବହୁତ ବଡ଼ବଡ଼ ପୋଷ୍ଟରେ ଅଛନ୍ତି । ଆଇଆଇଟି ଷ୍ଟୁଡେଣ୍ଟ୍ ଦୁଇଜଣ ଯାକ । ବୋହୂମାନେ ବି ବଡ଼ବଡ଼ କମ୍ପାନୀରେ ଅଛନ୍ତି ।


ଫଟୋ - ୱିକି ମିଡିଆ କମନ୍ସ
ସରସ୍ବତୀ ପୂଜା ପୂର୍ବ ସନ୍ଧ୍ୟାରେ ବୋଉ ଦେଇଥିବା ଲିଷ୍ଟ୍ ଅନୁସାରେ ଭୋଗସାମଗ୍ରୀ ନେଇ ମାର୍କେଟରୁ ଫେରୁଥାଏ । ବାଟରେ ଗୋଟେ ଦୋକାନ ସାମ୍ନା ବାରଣ୍ଡାରେ ଜଣେ ୮୫ - ୮୬ବର୍ଷ ବୟସର ବୃଦ୍ଧା ଠିଆ ହୋଇ ଚାହିଁଥିବାର ଦେଖି କାଇଁ କେଜାଣି ଟିକେ ଅଟକିଗଲି । ଏମିତିରେ ତ ଆମେ ଅନେକ ଦୋକାନ ଆଗରେ ବୟସ୍କ ବ୍ୟକ୍ତି ଛିଡ଼ା ହୋଇଥିବାର ଦେଖିଥାଉ ଆଉ ନିଜ ବାଟରେ ଚାଲିଯାଉ । ହେଲେ

"ଆସମାନ୍ ସେ ଗିରେ, ଖଜୁର୍ ପେ ଅଟକେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ