ଝୁଲନ୍ତ

କବିତା ବର୍ଣ୍ଣନା ନୁହେଁ, କେବଳ ଏକ ସଙ୍କେତ । ଏକ ଚିତ୍ର । ଦୀପକ ସାମନ୍ତରାୟ ତାଙ୍କ କବିତାରେ ଗୋଟେ ପୁରୁଣା ସହରର ଝୁଲୁଥିବା ମଣିଷମାନଙ୍କର ଚିତ୍ର ତିଆରି କରନ୍ତି ।


ଚିତ୍ର: ହାଙ୍ଗିଙ୍ଗ ଏରାଉଣ୍ଡ ପ୍ରାଗ, ଷ୍ଟିଭ କଲିସ, ୱିକି କମନ୍ସ
କାଠଯୋଡ଼ିର‌ ପୁରୁଣା ‌ଆଉ ନୁଆ ପୋଲ ମଝିରେ ଝୁଲୁଛି ‌ଶୀତ ସତୀଚ‌ଉରା ଆଉ ଖାନନଗର ମଶାଣି ମଝିରେ ‌ଝୁଲୁଛି ଶବ ସତ୍କାରର ନିଷ୍ପତ୍ତି ସୁବାଷ ବୋଷ ଆଉ ମଧୁସୂଦନ ସେତୁ ମଝିରେ ଝୁଲୁଛି ରିଙ୍ଗ ରୋଡ ନିମିଷେ ଦିଶ‌ଇ ନିମିଷେ ଲୁଚ‌ଇ ମଝିରେ ‌ଝୁଲୁଛି ଜୀବିକା କୋଭାକ୍ସିନ ଆଉ ସ୍ପୁଟନିକ ପ୍ରତିଷେଧକ ମଝିରେ ‌ଝୁଲୁଛି ଆମ

"ଝୁଲନ୍ତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ