କିଛି କହେନି ଜୟନ୍ତ

ଭାରତୀୟ ଇଂରାଜୀ ଓ ଓଡିଆ କବିତାର ଅନନ୍ୟ କବି ଜୟନ୍ତ ମହାପାତ୍ର ଆଜି ୯୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସମ୍ଭବତଃ ଶ୍ରୀ ମହାପାତ୍ର ଭାରତର ବରିଷ୍ଠତମ କବି ଓ ସର୍ଜନ ପୁରୁଷ । ତାଙ୍କୁ ଆମର ପ୍ରଣାମ ଓ ଅଭିନନ୍ଦନ ।


ଅକ୍ଟୋବର ୨୨ ତାରିଖ ୨୦୧୮ ମସିହା । ସାରଳା ଭବନ, କଟକ । ସେଦିନ ପାଳିତ ହେଉଥାଏ କବି ଜୟନ୍ତ ମହାପାତ୍ରଙ୍କ ୯୦ତମ ଜୟନ୍ତୀ । ମଞ୍ଚରେ ଥାଆନ୍ତି କବି ରମାକାନ୍ତ ରଥ, କବି ସୀତାକାନ୍ତ ମହାପାତ୍ର ଓ ମନୋରମା ମହାପାତ୍ର । ଏ ତିନିହେଁ ଥିଲେ ଜୟନ୍ତ ସାର୍ ଙ୍କ ପସନ୍ଦର ଅତିଥି । ମୋତେ ଜୟନ୍ତ ସାର୍ କହିଥିଲେ ମନୋରମା ମାଉସୀ ଙ୍କୁ ଫୋନ୍ କରି କହିବାକୁ

"କିଛି କହେନି ଜୟନ୍ତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ