ଆତଙ୍କ

ସଙ୍କେତ ଓ ଠାରରେ ଆମ ସମୟର ଆତଙ୍କକୁ ବ୍ୟକ୍ତ କରିବାର ଇଏ ଏକ ଚମତ୍କାର କାବ୍ୟିକକୌଶଳ । ଦୀପକ ସାମନ୍ତରାୟଙ୍କ କବିତା ସବୁବେଳେ ସେମିତି; ସଂକ୍ଷିପ୍ତ ହେଲେ ଗଭୀର ଭାବରେ ଅର୍ଥପୂର୍ଣ୍ଣ । ପରିମିତ ଶବ୍ଦର ଇଏ ଏକ ପରିବ୍ୟାପ୍ତ ପୃଥିବୀ ।


ଚିତ୍ର: ବର୍ଦେ ତୋରୁ, ୱିକି କମନ୍ସ
ସିନ୍ଦୁରା ଫାଟୁ ନାହିଁ ସୁର୍ଯ୍ୟ ଉଠୁ ନାହିଁ ପକ୍ଷୀ ପର ବାଡ‌ଉଚି ବସା ଛାଡ଼ିବା ପାଇଁ ମା କର ଲେ‌ଉଟାଉଚି ତା ଆଖିରେ ଆଉ ନିଦ ନାହିଁ କେହି ଜଣେ ଅଜଣା ଝୁଲି ପଡିଚି ଘଣ୍ଟା କଣ୍ଟାରେ ସତୀଚ‌ଉରାରେ ଜଳୁଥିବା ଜୁଇର ପାଉଁଶ ତଳେ କିଏ ଗୋଟେ ଲୁଚିଚି କିଏ

"ଆତଙ୍କ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ