ଦେବଦତ୍ତ ପତି
ଯୋଗାଯୋଗ କରନ୍ତୁ

ଖୁବ୍ ବଡ଼ ନାଟକର ସ୍ୱପ୍ନର ସଂସାର

ଆଧୁନିକ ସମୟରେ ଅର୍ଥାତ୍ ସମକାଳୀନ ନାଟକରେ ନାଟ୍ୟକାର ଓ ନିର୍ଦ୍ଦେଶକମାନେ ସାମାଜିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ନିର୍ଭୟତାର ସହ ଉଠାଇ ପାରିଛନ୍ତି । ମଣିଷ ଜୀବନରେ ଭୋଗୁଥିବା ବିଭିନ୍ନ ସମସ୍ୟାର ଜଡ଼ ପର୍ଯ୍ୟନ୍ତ ଯାଇ ତାହାକୁ ସୁକ୍ଷ୍ମାତିସୁକ୍ଷ୍ମ ଢଙ୍ଗରେ ନିଜ ନାଟକରେ ଦର୍ଶାଇଛନ୍ତି ।


ନାଟକ ଏପରି ବିଦ୍ୟା, ଯାହା ଜରିଆରେ ଅତିରୁ ଅତି କମ୍ ଶବ୍ଦର ଉପଯୋଗରେ ବଡ଼ରୁ ବଡ଼ କଥା କୁହାଯାଇପାରେ । ନାଟକ ଦୃଶ୍ୟଶ୍ରାବ୍ୟ ହେବା ଯୋଗୁ ଅଧିକ ପ୍ରଭାବ ପକାଇଥାଏ । ନାଟ୍ୟକାରମାନେ ଏହାର ସଠିକ୍ ଢଙ୍ଗରେ ଉପଯୋଗ କରି ନିଜ ପରିବବେଷଣରେ ଅନେକ ପ୍ରକାର ନୂଆ ନୂଆ ପରୀକ୍ଷାନିରୀକ୍ଷା କରିବା ସହ ପ୍ରୟୋଗ କରିଥାନ୍ତି । ବସ୍ତୁ, ପାତ୍ର, ସଂବାଦ, ଅଭିନୟ ଓ ଭାଷା ଶୈଳୀ ଜରିଆରେ ଯେକୌଣସି

"ଖୁବ୍ ବଡ଼ ନାଟକର ସ୍ୱପ୍ନର ସଂସାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ