
ଅସୀମ ବସୁ, ବିଜୟ ମିଶ୍ର, ଗୌରୀଶ୍ୟାମ ମହାପାତ୍ର ଓ ରାଇଚରଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ନାଟ୍ୟସଂସ୍ଥା ଉତ୍ତରପୁରୁଷ ନିଜ ଗରିମା ଅନୁରୁପ ପରିବେଷଣ କରିଥିଲା ୩ଟି ନାଟକ । ମଂଚର ସମସ୍ତ ଭାଗରେ କିଛି ନା କିଛି ଘଟୁଥିଲା । ସାଂକେତିକଧର୍ମୀ ସେଟ୍ରେ ଅଭିନେତାମାନେ ବାସ୍ତବତା, ଅତିବାସ୍ତବତା ଓ ଅତିଅତିବାସ୍ତବତାର ସମସ୍ତ କୌଶଳ ଦେଖାଇଥିଲେ । କୋଳାହଳ ଓ ନୀରବତାର ଫେଣ୍ଟାଫେଣ୍ଟି ଦୃଶ୍ୟ ଦର୍ଶକଙ୍କୁ ଆମୋଦିତ କରିଥିଲା ।
"ଉତ୍ତରପୁରୁଷର ନାଟକ ପରିକ୍ରମାରେ ତିନୋଟି ନାଟକ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |