ଦେବଦତ୍ତ ପତି
ଯୋଗାଯୋଗ କରନ୍ତୁ

ନାଟକ; କଥାବସ୍ତୁ ଓ ଅଭିନୟର ସମାହାର

ଦର୍ଶକ ଦୃଷ୍ଟିରେ ସେହି ନାଟକ ସଫଳ; ଯେଉଁ ନାଟକର କଥାବସ୍ତୁ ବୁଝିହୁଏ । ସଂବାଦ ନାଟକର ପ୍ରାଣ ହୋଇଥାଏ । ସଂବାଦର ଅଭାବରେ ନାଟକ ନାଟକ ପଦବାଚ୍ୟ ହରାଇଥାଏ । ପାତ୍ରମାନଙ୍କ ସଂବାଦରେ ହିଁ ନାଟକର କଥାବସ୍ତୁ ବିକଶିତ ହୋଇଥାଏ । ନାଟକରେ ନାଟ୍ୟକାର କିଛି କହି ନଥାଏ ।


ନାଟକ ଏପରି ଏକ ମନୋରଂଜନର ବିଭବ, ଯାହା ଉଭୟ ଦୃଶ୍ୟ ଓ ଶ୍ରାବ୍ୟ କାବ୍ୟ ଭାବେ ପରିଚିତ । ନାଟକ ରଚନା ଏପରି ହେବା ଉଚିତ୍ ଯେଉଁଠି ଦୀକ୍ଷିତ ଦର୍ଶକ ଉଭୟ ଦୃଶ୍ୟ ଓ ଶ୍ରାବ୍ୟର ରସ ଆହ୍ଳାଦିତ କରିପାରିବେ । ଅଧିକ ଦୃଶ୍ୟ କିମ୍ବା ଅଧିକ ଶ୍ରାବ୍ୟ ନିଶ୍ଚିତ ଭାବେ ଦୀକ୍ଷିତ ଦର୍ଶକମଣ୍ଡଳି ପାଇଁ ରସ ଆସ୍ୱାଦନ ନିମନ୍ତେ କଷ୍ଟକର ହୋଇପଡ଼ିବ । ଉଭୟ ଦୃଶ୍ୟ ଓ ଶ୍ରାବ୍ୟ

"ନାଟକ; କଥାବସ୍ତୁ ଓ ଅଭିନୟର ସମାହାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ