ଚିତ୍ତରଂଜନ ତ୍ରିପାଠୀଙ୍କ ନାଟକ ‘ଆରେ ମାୟାବୀ ସରୋବର’

ଅନ୍ତିମ ଦୃଶ୍ୟରେ ସେ ନାରୀରୁ ପୁରୁଷ ହେବାର ସୁଯୋଗକୁ ପ୍ରତ୍ୟାଖାନ କରୁଛି । ସେ କହୁଛି କି ପ୍ରତି ପୁୁରୁଷ ଏହି ମାୟାବୀ ସରୋବରରେ ସ୍ନାନ କରି ସ୍ତ୍ରୀ ଟିଏ ହେବା ଦରକାର ଆଉ ପ୍ରତି ସ୍ତ୍ରୀ ମଧ୍ୟ ପୁୁରୁଷ ହେବା ଦରକାର । ନାରୀ ଟିଏ ହୋଇ ରହିବାକୁ ସେ ଶ୍ରେୟ ମଣୁଛି ।


ଫଟୋ - ଦେବଦତ୍ତ ପତି
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଆ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ପୂର୍ବ ରଂଗ - ୨୦୨୩, ଜାତୀୟ ନାଟକ ଫେଷ୍ଟିଭାଲ । ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇ ଆସୁଛି ଜାତୀୟ ନାଟକ ଫେଷ୍ଟିଭାଲ । ଓଡ଼ିଆ ନାଟ୍ୟପ୍ରେମୀଙ୍କ ମନରେ ଉତ୍ସାହ ରହିଥାଏ । ଦେଖିବାକୁ ମିଳିଥାଏ ଜାତୀୟ ସ୍ତରରେ ପ୍ରଶଂସିତ ଅନେକ ନାଟକ । ଏହି କ୍ରମରେ ଚଳିତ

"ଚିତ୍ତରଂଜନ ତ୍ରିପାଠୀଙ୍କ ନାଟକ ‘ଆରେ ମାୟାବୀ ସରୋବର’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ