ପ୍ରୟୋଗ କାଳରେ ଆଜିର ରଂଗମଂଚ

ଯୁବନାଟ୍ୟକର୍ମୀ ନାଟକରେ ସଂଗୀତ, ନାଟ୍ୟ, ଫ୍ୟୁଜନ୍ ଓ ଚିତ୍ରକଳାର ଅପୂର୍ବ ସମାହାର କରି ନାଟକକୁ ନୂଆ ଏକ ରୂପ ଦେବାରେ ନିଜର ଅନନ୍ୟ ପ୍ରତିଭା ଦେଖାଇପାରିଛନ୍ତି । ଆଜିର ରଂଗମଂଚ ପ୍ରୟୋଗ କାଳ ଦେଇ ଗତି କରୁଛି । ଗାୟନ, ବାଚନ, ଅଭିନୟର ଅପୂର୍ବ ସମାହାର ଆଜିର ରଂଗମଂଚକୁ ପରିବର୍ଦ୍ଧିତ କରିଛି ।


ରଂଗମଂଚ ନିଜ ସମୟର ସମସ୍ତ କଳା, ସଂସ୍କୃତି ଓ ବିଚାରକୁ ଏକତ୍ରୀତ କରି ନିଜସ୍ୱ ଏକ କଳା ସୃଷ୍ଟି କରିଥାଏ । କଳାର ସମସ୍ତ ବିଧାକୁ ନିଜ ଭିତରେ ଆତ୍ମସାତ୍ କରି ନିଜର ଏକ ସ୍ୱତନ୍ତ୍ର ଅବୟବ ତିଆରି କରିଥାଏ । ସମାଜ ପରିବର୍ତ୍ତନଶୀଳ । ଧାରଣା, ଅବଧାରଣା, ସିଦ୍ଧାନ୍ତ, ବିଚାର, ମନ, ଶରୀର, ଭାବନା, ପରମ୍ପରା, ଆଧୁନିକତା ସବୁ କିଛି ପରିବର୍ତ୍ତନଶୀଳ । ପରିବର୍ତ୍ତନଶୀଳ ଏହି ସମୟକୁ ଅର୍ଥାତ୍

"ପ୍ରୟୋଗ କାଳରେ ଆଜିର ରଂଗମଂଚ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ