ରୁଆନ୍ ଲିଙ୍ଗୁ: ଛୋଟ ଏକ ଜୀବନ କାହାଣୀ

ଚୀନ୍‌ର ଅତ୍ୟନ୍ତ ଲୋକପ୍ରିୟ କଳାକାର ରୁଆନ୍ ଲିଙ୍ଗୁ । ୧୯୩୦ ଦଶକରେ ଚୀନ୍‌ର ଅଭିନେତ୍ରୀ; ଯିଏ କି ନିଜ କଳା ଓ ନିଖୁଣ ଅଭିନୟ ମାଧ୍ୟମରେ ଚୀନ୍‌ରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ । ଖବରକାଗଜରେ ତାଙ୍କ ସମ୍ପର୍କରେ ମନଗଢ଼ା କଥା ପ୍ରକାଶିତ ହେବାରୁ ସେ ଆତ୍ମହତ୍ୟା କରିଥିଲେ ।


ଫଟୋ - ୱିକିପିଡିଆ
ଗସିପ୍‌, ପରଚର୍ଚ୍ଚା, ଆଲୋଚନା, ପରନିନ୍ଦା ଏ ସବୁ ଶବ୍ଦ ସହିତ ଆମେ ସୁପରିଚିତ । ଖାଲି ପରିଚିତ ନୁହେଁ, ଏହାର ସକରାତ୍ମକ ଓ ନକରାତ୍ମକ ଦିଗ ଆମ ଉପରେ ନିଶ୍ଚିତ ଭାବେ ପଡ଼ିଥିବ । ଏହା କହିବାରେ ଦ୍ୱିଧା ନାହିଁ । ସକରାତ୍ମକ କଥାଟି ଟିକେ ହୃଦୟଙ୍ଗମ ହୋଇ ନପାରେ । କାରଣ ପରଚର୍ଚ୍ଚା, ପରନିନ୍ଦାରେ ଯେ କୌଣସି ସକରାତ୍ମକ ଦିଗ ଥିବ; ଏହା କୌଣସି ମତେ ସତ୍ୟବଚନ ନୁହେଁ

"ରୁଆନ୍ ଲିଙ୍ଗୁ: ଛୋଟ ଏକ ଜୀବନ କାହାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ