ପିଲାଦିନ - ଏକ ଅସରନ୍ତି ଗପ

ପିଲାଦିନ ସମସ୍ତଙ୍କ ପାଇଁ ଏକ ଅସରନ୍ତି ଗପ । ସେ ସରେନା । ନିତ୍ୟ ନୂଆ ରୂପରେ ଆବିର୍ଭାବ ହୁଏ । ହସାଏ, କନ୍ଦାଏ, ଭାବବିହ୍ୱଳ କରେ । ତଥାପି ସରେନା ପିଲାଦିନ । ପୁଣି ବାଟ ଓଗାଳେ ।


ମାନୀ ସବୁବେଳେ ମୋତେ ଗପ ଶୁଣାଇବାକୁ କହେ, ପ୍ରତିଥର ନୂଆ ଗପ । ସେ କହେ କି ମୋ ସ୍ୱର ତାକୁ ଭଲ ଲାଗେ । ମୁଁ ଭଲ ଲାଗେନି ? ଏ ପ୍ରଶ୍ନର ସେ କୌଣସି ଉତ୍ତର ଦିଏନା । ସେ କହେ ଭଲ ଲାଗିବାଟା କେହି କ’ଣ କହିପାରେ? ମୋତେ ଅବଶ୍ୟ ତା’ର ଏପ୍ରକାର ଉତ୍ତର ଯେ ଭଲ ଲାଗେନା ତା’ ନୁହେଁ, ତଥାପି ସବୁବେଳେ ତା

"ପିଲାଦିନ - ଏକ ଅସରନ୍ତି ଗପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ