ମଟ୍ଟୋର ସାଇକିଲ୍

ଭଙ୍ଗା ଦଦରା ହୋଇଗଲା ପରେ ମଧ୍ୟ ସେହି ପୁରୁଣା ସାଇକେଲଟି ମଟ୍ଟୋ ପାଲ ପାଇଁ ଜୀବନରେଖା । କେବେ ଟିଉ ଲିକ୍ ହୋଇଯାଏ ତ କେବେ ଫଟା ଟାୟାରରେ ପ୍ୟାଚ୍ ପଡ଼େ, କେବେ ରିମ୍ ବଂକା ହୋଇଯାଏ ତ କେବେ ଚେନ୍ ଖସି ଯାଉଥାଏ ବାରମ୍ବାର, କେବେ ହ୍ୟାଣ୍ଡଲର ସନ୍ତୁଳନ ବିଗିଡ଼ି ଯାଏ ତ କେବେ ଲାଗେନି ବ୍ରେକ୍ ।


ଫଟୋ - ଆଇଏମଡିବି
ମୋ ନିର୍ଦ୍ଦେଶିତ ତଥା ଯୁବ ଗାଳ୍ପିକ ଚିତ୍ତରଂଜନ ଚିରଂଜିତଙ୍କ ଉପନ୍ୟାସ ‘ସାଇକେଲ’ର ନାଟ୍ୟରୂପ ମଞ୍ଚାୟନ ହୋଇଥିଲା ଗତ ଦୁଇବର୍ଷ ତଳେ । ଏଯାଏ ସେ ନାଟକର ସ୍ମୃତି ସଜ୍ଜିବୀତ ହୋଇ ରହିିଛି । ଜଣେ ଅସହାୟ ବାପା ନିଜ ଦାରିଦ୍ର୍ଯତାର ତାଡ଼ନାରେ ନିଜେ କେବେ ସାଇକେଲଟିଏ କିଣି ପାରେନା । ପରବର୍ତ୍ତୀ ସମୟରେ ନିଜ ପୁଅକୁ ସାଇକେଲଟିଏ କିଣି ଦିଏ ବର୍ଷକର ଅମଳ ବିକ୍ରି କରି । ପୁଅ କିଛି

"ମଟ୍ଟୋର ସାଇକିଲ୍" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ