ଉତ୍ସବ ଭୂମିରେ ନାଟକ ଓ ସାହିତ୍ୟ

ନାଟକ ଜୀବନର ଅନୁକୃତି ଓ ଜୀବନ ସ୍ୱୟଂ ଏକ ପ୍ରତ୍ୟକ୍ଷ ନାଟ୍ୟାନୁଭୁତି । ଏ ସାରା ସଂସାର ଏକ ବିଶାଳ ରଂଗମଞ୍ଚ ଓ ଆମେ ସମସ୍ତେ ସେ ରଂଗମଞ୍ଚରେ ସଦା ଜାରି ରହିଥିବା ନାଟକରେ ଅଭିନୟ କରୁଥିବା ଏକ ଏକ ଚରିତ୍ର ମାତ୍ର ।


ଆଗରୁ କହିଛି ଫି' ସନ ଶୀତରେ ଆରମ୍ଭ ହୋଇଯାଏ ଉତ୍ସବର ଋତୁ । ନାଟକର, ଗୀତର, ନୃତ୍ୟର ଓ ପୁସ୍ତକର । ବର୍ତ୍ତମାନ ଚାଲିଛି ପୁସ୍ତକ ମେଳା । ଉତ୍ସବ ସାହିତ୍ୟର, କବିତାର, ଗଳ୍ପର, ଉପନ୍ୟାସର । ନାଟକର । ଉତ୍ସବ ଆଲୋଚନାର, ପଠନର । ନାଟକର ଉତ୍ସବ ମଣ୍ଡପରେ ନ ହୋଇ ପୁସ୍ତକମେଳା ପରିସରରେ ହେବା ଦରକାର । ପରିବେଷଣ ନୁହେଁ ନାଟକ ପଠନର । ଆଲୋଚନାର, ନାଟକ

"ଉତ୍ସବ ଭୂମିରେ ନାଟକ ଓ ସାହିତ୍ୟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ