
ହବିବ୍ ତନବୀର ଯଥାର୍ଥରେ କହିଥିଲେ - “ଭାରତବର୍ଷରେ ଆର୍ଥିକ କ୍ଷମତାକୁ ଯଦି ବିଚାର କରାଯାଏ; ତେବେ ଏଠାରେ ଆର୍ଥିକ ଦୃଷ୍ଟିକୋଣରୁ ଯିଏ ଗରିବ; ସାଂସ୍କୃତିକ ଦୃଷ୍ଟିକୋଣରୁ ସେ ସେତେ ଅଧିକ ଧନୀ ।”
ହବିବ୍ ତନବୀର ମନୁଷ୍ୟର ମନର ଭାବନାକୁ ଶବ୍ଦରେ ବାନ୍ଧିପାରନ୍ତି । ଅଭିନୟ ମାଧ୍ୟମରେ ସେମାନଙ୍କୁ ଜୀବନ୍ତ କରିଥାନ୍ତି । ହବିବ୍ ତନବୀରଙ୍କ ନିର୍ଦ୍ଦେଶିତ ନାଟକ କେବଳ ଦର୍ଶକଙ୍କର ମନୋରଞ୍ଜନ କରୁନଥିଲା ବରଂ ବିଶେଷ ସାମାଜିକ ବାର୍ତ୍ତା
"ହବିବ୍ ତନବୀର: ଭାରତୀୟ ରଂଗମଂଚର ପ୍ରବାଦ ପୁରୁଷ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |