
**ନାଟକ ଆଗ୍ରହ ନା ଆବଶ୍ୟକ ?**
କାବ୍ୟେଷୁ ନାଟକ ରମ୍ୟମ । କାବ୍ୟ ଜଗତର ସବୁଠାରୁ ସୁନ୍ଦରତମ କାବ୍ୟଟି ହେଉଛି ନାଟକ ତେଣୁ ତାର ଆବଶ୍ୟକତା ନିଶ୍ଚିତ ରୂପରେ ଅଛି । ଆପଣ ଜାଣିଥିବେ ଦାନବୀର ହରିଶ୍ଚନ୍ଦ୍ର ନାଟକଟି ଗାନ୍ଧିଜୀଙ୍କ ଜୀବନଶୈଳୀ ଉପରେ କିଭଳି ପ୍ରଭାବ ପକେଇଥିଲା । ଆମେ ଗଳ୍ପଟିରେ ଚରିତ୍ରମାନଙ୍କୁ କପୋଳକଳ୍ପିତ ଭାବେ ତିଆରି କରୁ କିନ୍ତୁ ନାଟକରେ ଚରିତ୍ରମାନେ ଚଳଚଞ୍ଚଳ ହେଇ ଉଠନ୍ତି ଏବଂ
"ନାଟକକୁ ନେଇ ଚିନ୍ମୟୀ ଷଡଙ୍ଗୀ ଯାହା କହନ୍ତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |