
ଏ ସମ୍ବନ୍ଧରେ ସବୁବେଳେ ଚର୍ଚ୍ଚା ହୋଇଥାଏ - ରଂଗମଂଚ କ’ଣ ସଫଳ ବ୍ୟବସାୟର ସ୍ରୋତ ନୁହେଁ କି ? ଓଡ଼ିଆ ରଂଗମଂଚ ବ୍ୟାବସାୟିକ ଦୃଷ୍ଟିକୋଣରୁ ସଫଳ ନୁହେଁ । ବ୍ୟାବସାୟିକ ଦୃଷ୍ଟିକୋଣରୁ ଓଡ଼ିଆ ରଂଗମଂଚର ସ୍ଥିତି ଅତ୍ୟନ୍ତ ଦୟନୀୟ । ସତ କଥା । ଓଡ଼ିଶାର ଅନ୍ୟ ପ୍ରାନ୍ତ କଥା ଛାଡ଼, ଭୁବନେଶ୍ୱରର ପ୍ରତିଷ୍ଠିତ ରଂଗମଂଚରେ ଟିକେଟେଡ୍ ନାଟକ ହୁଏନି । ଭୁବନେଶ୍ୱରର ମୁଖ୍ୟ ସ୍ରୋତରେ ନାଟକ କରୁଥିବା ଅନେକ
"ରଂଗମଂଚ ଓ ବ୍ୟାବସାୟିକତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |