ଛେଲୋ ଶୋ: ଏକ ଆକଳନ

ନିକଟରେ ତଥା ଚଳିତ ବର୍ଷ ଅନେକ ବିଗ ବଜେଟ୍‌ର ସିନେମା ପ୍ରଦର୍ଶିତ ହେବା ସତ୍ତ୍ୱେ ଛେଲୋ ଶୋ’ ଓସ୍କାରକୁ ନାମିତ ହେବା ନିଶ୍ଚିତ ଭାବେ ସିନେମାର ଗୁଣାତ୍ମକ ମାନ ଯେ ବଜେଟ୍‌ରୁ ଊର୍ଦ୍ଧ୍ୱରେ ଏହା ଦର୍ଶାଉଛି ।


ଫଟୋ - ୱିକିପିଡିଆ
ସଫଳତା ଆନନ୍ଦ ଦିଏ । ସ୍ୱୀକୃତି ଆହୁରି ଅଧିକ ଆନନ୍ଦ ଦିଏ । ନିଜ ସୃଷ୍ଟି ନିଜ ସର୍ଜନାକୁ ବିଶେଷ ସ୍ୱୀକୃତି ମିିଳିବାର ଆନନ୍ଦଠାରୁ ସତରେ ଅନ୍ୟ କୌଣସି ଆନନ୍ଦ ସମକକ୍ଷ ହୋଇପାରେନା । ବିଶିଷ୍ଟ ସିନେ ନିର୍ମାତା, ସଂଳାପକାର ତଥା ନିର୍ଦ୍ଦେଶକ ନଳିନୀ କୁମାର ପାଣ୍ଡ୍ୟା ଓରଫ ପାନ ନଳିନଙ୍କ ଟ୍ୱିଟ୍ ତାଙ୍କ ହୃଦୟର କଥା କହୁଥିଲା । ‘ଆଜି ରାତିରେ ମୁଁ ଶାନ୍ତିରେ ନିଶ୍ୱାସ ନେଇପାରିବି । ଆଜି

"ଛେଲୋ ଶୋ: ଏକ ଆକଳନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ