
ବିଂଶ ଶତାବ୍ଦୀରେ ଜଗତୀକରଣର ପ୍ରଭାବ ସବୁଠି ଅନୁଭୂତ ହେଲା । ନାଟକ ବା ସେଥିରୁ କିପରି ଅଛୁଆଁ ରହନ୍ତା ? ଜଗତୀକରଣର ବୈଜ୍ଞାନିକ ପ୍ରଭାବ ସାରା ବିଶ୍ୱରେ ପଡ଼ିବା ସହ ଭାରତରେ ମଧ୍ୟ ପ୍ରଭାବ ବିସ୍ତାର କଲା । ଏହାର ପ୍ରଭାବ ସାମାଜିକ ଓ ଅର୍ଥନୈତିକ ପରିପ୍ରେକ୍ଷୀରେ ସର୍ବନ୍ମୁଖୀ ବିକାଶର ନୂଆ ଦିଗ୍ବଳୟ ସୃଷ୍ଟି କଲା ସତ ମାତ୍ର ସାଂସ୍କୃତିକ କ୍ଷେତ୍ରରେ, ବୈଚାରିକ କ୍ଷେତ୍ରରେ ମାନବ ମୂଲ୍ୟ କ୍ଷେତ୍ରରେ ଏହାର
"ବ୍ରୋଡ୍ୱେ ଥିଏଟର: ନୂଆ ସମୟର ଆହ୍ଵାନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |