ନାଟୁଆ ଓ ପାଠୁଆ

ଆମେ ପଢ଼ିଲାବେଳେ ଅନେକ ସମୟରେ ନିଜ ବ୍ୟକ୍ତିତ୍ୱଠୁ ଅଲଗା ପ୍ରକାରର ଚରିତ୍ର ସମ୍ପର୍କରେ ପଢ଼ିଥାଉ । ସେମାନଙ୍କ ଆଚାରବ୍ୟବହାର, ଚାଲିଚଳଣ, ହାବଭାବ ଆଦି ପଢ଼ିବାବେଳେ ଆମକୁ ଆନନ୍ଦ ଲାଗେ । ଗୋଟିଏ ଦିଗରୁ ଅନ୍ୟ ଏକ ଦିଗରେ ଭାବିବାକୁ ସାହାଯ୍ୟ କରିଥାଏ ।


ଆଜି ସଖି ଫୋନ୍ କଲା । ମୋବାଇଲ୍‌ରେ ସଖିର ନମ୍ବର ଦେଖି ବହେ ଖୁସି ଲାଗିଲା । ନୂଆ ନୂଆ ସିନେମା ଖେଳୁଛି ବଜାରରେ । ଭଲ ଓଡ଼ିଆ ସିନେମା । ନିକଟରେ ରିଲିଜ୍ ହୋଇଥିବା କିଛି ଓଡ଼ିଆ ସିନେମାକୁ ବହୁ ବର୍ଗର ଦର୍ଶକମାନେ ପସନ୍ଦ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍ ଲେଖୁଛନ୍ତି । ବହୁତ ଦିନ ତଳେ ଏକ କଥା ଲେଖିଥିଲି ଫେସ୍‌ବୁକ୍‌ରେ । ହିନ୍ଦୀ

"ନାଟୁଆ ଓ ପାଠୁଆ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ