
ପଶ୍ଚିମବଙ୍ଗକୁ ଦେଶର ଅନ୍ୟତମ ପ୍ରମୁଖ ସାଂସ୍କୃତିକ ରାଜ୍ୟ କୁହାଯାଇଥାଏ । ଏଠାରେ ପ୍ରତ୍ୟେହ କେଉଁଠି ନା କେଉଁଠି ଶିଳ୍ପ, ସଂସ୍କୃତି, କବିତା, ଗଳ୍ପ, ସାହିତ୍ୟ, କଳା ଓ ନାଟକର ଚର୍ଚ୍ଚା ଅନବରତ ଚାଲିଥାଏ । ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା କ୍ଷେତ୍ରରେ ସିଆଲ୍ଦହ ଜିଲ୍ଲା । ସିଆଲ୍ଦହ ଜିଲ୍ଲା ଦେଇ ଯାଇଥିବା ବନଗାଁ ରେଳଲାଇନ୍ରେ ସିଆଲ୍ଦହରୁ ରହିଛି ୨୨ଟି ଷ୍ଟେସନ । ୧୯ତମ ଷ୍ଟେସନ ହେଉଛି ଗୋବରଡାଙ୍ଗା । ନାଟ୍ୟଚର୍ଚ୍ଚା
"ଗୋବରଡାଙ୍ଗା; ନାଟକର ଗାଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |