ପ୍ରତିସ୍ମୃତି

ନିଜ ଭିତରେ ଆଉ ଗୋଟେ ଲୋକ ଥାଏ । ସେ ଲୋକ ସ୍ମୃତିକୁ ବଞ୍ଚେ । ସ୍ମୃତିର ସେ ଆଉ ଏକ ରୂପ । ହୁଏତ ନିଜ ଚେହେରା ପରି କି ଅବିକଳ ଠିକ ନିଜ ପରି ।


ମୋ ଭିତରେ ନଈ ବହେ, ଆମ୍ବ ପାଚେ ମାଟି ଫାଟିଯାଏ ମୋ ଭିତରେ ଧୂଳି ଉଡେ ମୋ ଭିତରେ ଗାଆଁ ଡୁବି ଯାଏ । ଏ କାହାର ଚାପାହସ ବୟସର ଘାଇ ଭାଙ୍ଗି ଦିଏ ମାଟିକାନ୍ଥ ଖସିଯାଏ ମିଶିଯାଏ ହିଡ଼ ଓ ଶିଆର

"ପ୍ରତିସ୍ମୃତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ