ଯାହା ରହିଯାଏ
ସେ କେବଳ କ୍ଷତର ସାରାଂଶ
ଅତୀତ ପାଇଁ
ଆମର ଚିରହରିତ ପ୍ରସ୍ତୁତିର
ଗୋପନର ଚିଟାଉ।
ଶବ୍ଦକୁ ଭାରି ଡର
ଡର ନୀରବତାର ଖାଲି ପେଟକୁ ।
ଗଲାଦିନର ସବୁ ଶୋଷ ପିଇ ସାରି
ଆଁ କରି ପଡ଼ିଥିବା ମାଟିର ଖୋଲା ଆଖିକୁ
ତା’ର କୃଷ୍ଣକାର୍ପାସ୍ ଛାତିର ନିଦା କୋହକୁ
ଅରଣା ବତାସର ଲମ୍ବି ଆସୁଥିବା ଜିଭକୁ
ଲୁହାଳିଆ
"ପୁନରାବୃତ୍ତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |