ଦିନ ଥିଲା

ଝୋଲା, ଡଙ୍ଗର ଓ ସେ ପୁରୁଣା ପୃଥିବୀ । ସେ ପୃଥିବୀ ଓ ଆଜିର ପୃଥିବୀ ଭିତରେ କେତେ ଦୂରତା ? ଏ କବିତା ବିସ୍ଥାପନ ଓ ବିସ୍ଥାପିତ ମଣିଷର ଭାଗ୍ୟକୁ ନେଇ ଲେଖା ହୋଇଥିବା ଅନ୍ଯତମ ଚମତ୍କାର କବିତା ।


ଫଟୋ - କେଦାର ମିଶ୍ର
ଦିନ ଥିଲା ଏ ଝୋଲା ପାଣିରେ ବହୁଥିଲା ଆମର ପୁରୁଣା ଦୁଃଖ ଝୋ ଝୋ ବର୍ଷାରେ ଭିଜି ଯାଉଥିଲା ମନ ତଳର ସେ ଶାଳବଣ ଦିନ ଥିଲା ସାରା ବନସ୍ତରେ ଧାଇଁ ଯାଉଥିଲା ତା ଜୁଆନ୍ ଗୀତର ବିଜୁଳି ଦିନ ଥିଲା ଏ ପୋରୁହାଁ ପାହାଡର ଛାତିରେ ଦୁଲକି ଯାଉଥିଲା ଆମ ସ୍ମୃତିର

"ଦିନ ଥିଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ