ୟୁଟୋପିଆ

ୟୁଟୋପିଆ, ଗୋଟେ ସ୍ଵପ୍ନ । ଗୋଟେ ସ୍ଵପ୍ନ ଯାହା ବାସ୍ତବରେ ଅବାସ୍ତବ । ୟୁଟୋପିଆକୁ ନେଇ ଏ ଗପ ଏକ ରାଜନୈତିକ ରୂପକଥା ।


ଚିତ୍ର: ୟୁଟୋପିଆର ସନ୍ଧାନରେ ଏକ ଭାସ୍କର୍ୟ, ଶିଳ୍ପୀ: ଜନ ଫେବର, ସୌଜନ୍ୟ: ୱିକି କମନ୍ସ
**ରାଜା**: ଜାଣ ମହାମନ୍ତ୍ରୀ, ପ୍ରଜାମାନଙ୍କୁ ଏକାଠି ଦେଖିଲେ ମୋତେ ବହୁତ ଖୁସି ଲାଗେ । ସେମାନଙ୍କ ଭଲପାଇବା ଦେଖି ମୁଁ ଗଦଗଦ ହୋଇଯାଏ । ସେତେବେଳେ ମୋର ଅଙ୍କକଷା ମନପଡେ । ଇତିହାସ, ବିଜ୍ଞାନ ଚାଲିଆସେ ମୋ ଜିଭ ଆଗକୁ । **ମନ୍ତ୍ରୀ**: ହଁ, ମହାରାଜ । କି ଅଦ୍ଭୁତ ସେ ଦୃଶ୍ୟ ! ଆପଣଙ୍କ ଭାଷଣରେ ପ୍ରଜାମାନେ ମୋହିତ । ରାଜା ପରା ମହତି

"ୟୁଟୋପିଆ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ