ସମ୍ପତ୍ତି ବିପତ୍ତି ନହେଉ

୧୯୮୪ ମସିହାରେ ଭାରତ ସରକାରଙ୍କର ନିଷ୍ପତ୍ତି କ୍ରମେ ୧୯୮୫ ମସିହାରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ୧୨ ଜାନୁଆରୀକୁ ଜାତୀୟ ଯୁବଦିବସ ରୂପେ ପାଳନ କରାଯାଉଛି । ଯେଉଁ ଦେଶର ଯୁବସମାଜ ଯେତେ ଶକ୍ତିଶାଳୀ ଓ ଉନ୍ନତ, ସେ ଦେଶ ସେତେ ପ୍ରଗତିଶୀଳ ।


ଫଟୋ - ୱିକି କମନ୍ସ
ବିଂଶ ଶତାବ୍ଦୀଠାରୁ ଏଯାବତ୍ ଭାରତୀୟମାନଙ୍କୁ ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସବୁଠାରୁ ବିଶେଷ ଭାବେ ପ୍ରଭାବିତ କରିଥିବା ତିନିଜଣ ବ୍ୟକ୍ତିତ୍ଵ ହେଲେ - ଗୌତମ ବୁଦ୍ଧ, ସ୍ବାମୀ ବିବେକାନନ୍ଦ ଓ ଜାତିର ଜନକ ମହାତ୍ମା ଗାନ୍ଧୀ । କେବଳ ଭାରତୀୟମାନେ କାହିଁକି, ସାରା ବିଶ୍ବବାସୀ ଏହି ତିନିଜଣଙ୍କ ଦର୍ଶନରେ ଉଦବୁଦ୍ଧ। ୧୯୮୪ ମସିହାରେ ଭାରତ ସରକାରଙ୍କର ନିଷ୍ପତ୍ତି କ୍ରମେ ୧୯୮୫ ମସିହାରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ୧୨ ଜାନୁଆରୀକୁ ଜାତୀୟ ଯୁବଦିବସ

"ସମ୍ପତ୍ତି ବିପତ୍ତି ନହେଉ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ