କିଛି ଅଛି

ସେମାନେ ସ୍ଥିର ନିଶ୍ଚିତ ହେଲେ: ଆମେ ଯାହା ଭାବୁଥିଲୁ, ସବୁ ଭୁଲ୍ । ପ୍ରକୃତରେ ଆମ ଭିତରେ 'କିଛି ଅଛି' ଜମାରୁ ହିଁ ନାହିଁ କି ନଥିଲା । ସେମାନେ ପରସ୍ପରକୁ ପଛକରି ଫେରିଲେ ଓ ନିଜେ ନିଜକୁ ସାନ୍ତ୍ବନା ଦେବାରେ ଲାଗିପଡିଲେ - ମଣିଷ ମାତ୍ରକେ ଇ ଭୁଲ୍ । କିଏ ଭୁଲ୍ କରୁନି ଯେ !


ସେମାନେ ଜାଣିନଥିଲେ, ସେମାନଙ୍କ ଭିତରେ 'କିଛି ଅଛି' । ତେଣୁ ସେମାନେ ଉପଭୋଗ କରିପାରୁଥିଲେ ସମ୍ପର୍କକୁ । ଯିଏ ଯାହା ଚାହିଁଲା, ନିଃସଙ୍କୋଚ ଆରଜଣକୁ କହିପାରୁଥିଲା । ଭାବୁନଥିଲା, କଣ ପ୍ରତିକ୍ରିୟା ଘଟୁଥିବ, ଆରଜଣକ ଶୁଣିବା ପରେ ।

ସେମାନେ ପ୍ରଶଂସା କରନ୍ତି

"କିଛି ଅଛି " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ