ପାଣି ପରି ଏ ନିଆଁ

ପାଣି ପରି ଏ ନିଆଁର ରଙ୍ଗ ଓ ସ୍ୱରୂପ । ଜଳେଇଦେବାର ସାମର୍ଥ୍ୟ ସହିତ ନୂଆ କରି ଗଢିଦେବାର ଦୁଃସାହସ ବି ଅଛି ଏ ନିଆଁ ରେ ।


ତା' ଛାତି ତଳେ ଜଳୁଥାଏ ନିଆଁ ଏତେ ନିଆଁ ! ମୋ ଗାଲର କଳାଜାଇରେ ଦିଶିଯାଏ ସେ ନିଆଁର ଧାସ ଓଠରେ ପଦ୍ମ ହୋଇ ଫୁଟେ ନାଭିଗର୍ତ୍ତରେ ଭଉଁରୀ ଖାଏ । ନିଆଁ ତା ଦେହରୁ ମୋ ଦେହକୁ ବ୍ୟାପେ ଘରର ମଥାନ ଛୁଏଁ ଜାଳିଦିଏ, ଜଳାଏ କୁଆଡୁ ଆସେ ଏତେ ନିଆଁ !

"ପାଣି ପରି ଏ ନିଆଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ