ତା' ଛାତି ତଳେ ଜଳୁଥାଏ ନିଆଁ  
ଏତେ ନିଆଁ !   
ମୋ ଗାଲର କଳାଜାଇରେ ଦିଶିଯାଏ  
ସେ ନିଆଁର ଧାସ  
ଓଠରେ ପଦ୍ମ ହୋଇ ଫୁଟେ  
ନାଭିଗର୍ତ୍ତରେ ଭଉଁରୀ ଖାଏ । 
 
ନିଆଁ ତା ଦେହରୁ ମୋ ଦେହକୁ ବ୍ୟାପେ  
ଘରର ମଥାନ ଛୁଏଁ  
ଜାଳିଦିଏ, ଜଳାଏ  
କୁଆଡୁ ଆସେ ଏତେ ନିଆଁ !  							
							"ପାଣି ପରି ଏ ନିଆଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |