କେହି ଜଣେ ଖୁବ୍ ଜୋରରେ  
ପାହାଡ ଉପରେ ଘୋଡା ଛୁଟେଇ ଯାଉଛି  
କୁଆଡେ ସେ ନିଜେ ବୋଧେ ଜାଣେନି !! 
 
ସତେ ଯେମିତି କେଉଁ ରେସରେ ସେ ସାମିଲ । 
 
ମୁଁ ଅଛି ପାହାଡ ତଳେ
ଯୋଉଠି ଥିଲି ସେଇଠି  
ସ୍ଥିର ନିଶ୍ଚଳ   
ନା ଆଗକୁ ଯାଇ ପାରୁଛି ନା ପଛକୁ ଫେରି ପାରୁଛି ।   
 
ଯେମିତି 							
							"ଅଧା ସତ ଅଧା ଗପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |