କୋଶଳଶ୍ରୀ କବି ଅମୃତଲାଲ ସାହୁଙ୍କ ରଚନାରେ ମୃତ୍ୟୁଚେତନା - ଏକ ବିଶ୍ଳେଷଣ

କବି ଅମୃତଲାଲଙ୍କ ମୃତ୍ୟୁ ଚେତନାରେ ତିଳେମାତ୍ର ଭୟ, ସଂଶୟ, ପରାଧୀନତାର ଲେଶମାତ୍ର ଆଶଙ୍କା ଦୃଶ୍ୟ ହୁଏନି | କେବଳ ଉଜ୍ଜ୍ୱଳମୟ ସମ୍ଭାବନା ନୁହେଁ ବରଂ ସର୍ବତ୍ର ମାଧୁର୍ଯ୍ୟପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ, ପରମ ପ୍ରେମିକ ଭାବେ ତାଙ୍କ ରଚନାରେ ପ୍ରେମର ଜୀବନ୍ତ ପ୍ରତୀକ ରୂପରେ ରୁପାୟିତ ମୃତ୍ୟୁ !


ମନୁଷ୍ୟ କେବଳ ମୋକ୍ଷ ଏବଂ ମୁକ୍ତିର ଦୂତ ଭାବେ ଶରୀର ତ୍ୟାଗକୁ ଏକ ଯାତ୍ରା ଭାବରେ ଦେଖିଆସିଛି, ମଧ୍ୟଯୁଗୀୟ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ ହେଉ, ଅଥବା ନାଡୀ ସାଧନା, ପବନ, ଶୂନ୍ୟ ସାଧନା; ସର୍ବତ୍ର ବ୍ରହ୍ମଲୀନ ହେବା ଅବସ୍ଥାକୁ କଳ୍ପନାର ଚରମ ସିଦ୍ଧି, ଆତ୍ମାର ନୂତନ ଯାତ୍ରା ଭାବେ ଗ୍ରହଣ କରିଆସିଛି ! ମାତ୍ର ଆଧୁନିକ ନବଜାଗରଣ ପରବର୍ତ୍ତୀ ଚେତନାରେ ମୃତ୍ୟୁର ନୂତନ କାଳ୍ପନିକ ଭୂମିକା ମଧ୍ୟଯୁଗୀୟ ଇଉରୋପୀୟ ସାହିତ୍ୟ

To continue reading "କୋଶଳଶ୍ରୀ କବି ଅମୃତଲାଲ ସାହୁଙ୍କ ରଚନାରେ ମୃତ୍ୟୁଚେତନା - ଏକ ବିଶ୍ଳେଷଣ", login now.

This page has been protected for subscriber only.

Report an Error