ପୃଷ୍ଠାଟିରେ ପ୍ରବାହିତ ସମୟର ରୁଧିର

ପୃଷ୍ଠାଟିକୁ ଚିରିଦିଅନା ପୃଷ୍ଠାଟି ସାରା ସମୟକୁ ଜୀବନ୍ତ ରଖିଛି ନିଜ ଭିତରେ - କବିତା ଭିତରେ ସମୟର ରକ୍ତ ଖୋଜୁଥିବା ଏ କବିତା ।


ପୃଷ୍ଠାଟିକୁ ଚିରିଦିଅନା ସବୁ ଶୂନ୍ୟସ୍ଥାନର ସନ୍ଧାନ ଅଛି ପୃଷ୍ଠାଟିରେ । ସେଇ ଶୂନ୍ୟସ୍ଥାନ ଦେଇ ସତ ଉପରେ ସବାର୍ ହୋଇ ପାରିହବାକୁ ସଜ ହେଉଛି ସମୟ । ଏକଥା ସମୟ ନିଜେ କହିବାର ମୁଁ ଶୁଣିଛି । କେଉଁଠି ଗୋଟେ ସନସନ ସନସନ ନିର୍ମାଣର ଧ୍ବନି ଶୁଭୁଛି ପୃଷ୍ଠାଟିର ବୃନ୍ତରେ ଫଳ ଧରିବାକୁ

"ପୃଷ୍ଠାଟିରେ ପ୍ରବାହିତ ସମୟର ରୁଧିର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ