ପାନପତ୍ର

ପାଣି ବଦଳରେ ନିଆଁ ଫିଙ୍ଗିବା କେଜାଣି କି ଜାତିକା ପ୍ରେମ ବୋଲି ପ୍ରଶ୍ନ ପଚାରୁଥିବା କବି ନିଆଁରେ ପାଣି ଓ ପାଣିରେ ନିଆଁ ଲଗେଇ କବିତା ଲେଖିବା ଜାଣିଛି ।


ଫଟୋ - ବିରଜା ବଳ
ଗଛର ବକଳ କାଟି ତିଆରିଚି ଯେ ପାନପତ୍ର ସେ କ'ଣ ବୁଝିଚି ପ୍ରେମ ? ରସଘନ ପ୍ରେମର ସିରାରେ ସିରାରେ ଖୁମ୍ପା ମାରିଚି ବଟାଳି ଯୋଉ ରସତକ ନିଗିଡି ଆସିଚି ମୁଣ୍ଡା ବାନ୍ଧିଚି ପୂଜ ପରି । ଇଏ ବି କାଳେ ପ୍ରେମ ! ନିଜ କଲିଜା କାଟି

"ପାନପତ୍ର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ