ମା' ନିଷାଦ

ଆମେ ପୃଥିବୀର ପ୍ରଥମ କବିତାକୁ ବି ହତ୍ୟା କରିଥିଲୁ କାରଣ, କବିତା ଭିତରେ ସେ ପକ୍ଷୀଟି ଥିଲା ଆଉ ସେ କବିର ନାଁ ଥିଲା ମନୀଷା ବାଲ୍ମୀକି । କବିତାର କୋମଳ ସମୟକୁ ବର୍ବର ଭାବରେ ଆକ୍ରମଣ କରୁଥିବା ନିଷ୍ଠୁର ହାତମାନଙ୍କୁ ଝିଙ୍ଗାସୁଥିବା ଏ କବିତା ।


ଆମେ ସାମାନ୍ୟ ଏକ ଘଟକୁ ହିଁ ହତ୍ୟା କରିଥିଲୁ ସାମାନ୍ୟ ଏକ ଘଟକୁ ....... । ନଗ୍ନ ଘଟକୁ ଭଣିତା କରି ଚର୍ମରେ ଆମେ ଥିଲୁ ଖୁବ୍ ଉଲ୍ଲସିତ ଓ ଆନନ୍ଦିତ ଆମେ ନରରୁ ପରିଣତ ହୋଇ ଯାଇଥିଲୁ ନରାଧମରେ । କାଟି ଦେଇଥିଲୁ ହାତ କାଟି ଦେଇଥିଲୁ ଜିଭ କାଟି

"ମା' ନିଷାଦ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ