S - ଗୋଟେ ଫୁଲପକା ରୁମାଲ୍ ର ଗପ

ପ୍ରେମ ଖାଲି ଦେଇ ଜାଣେ, କିଛି ପାଇବାର ଲିପ୍ସାହୀନ ପ୍ରତିଶୃତିଟିଏ । ମନକୁ ଯେତେ ଖାଲି କରିବା, ସେତେ ସୁଖ ପାଇବା ଆମେ । ସାମାନ୍ୟ ସ୍ୱାର୍ଥକୁ ତେଜି କାହା ଓଠରେ ହସଟିଏ ଦେଇ ପାରିଲେ, ପରମାନନ୍ଦ ପ୍ରାପ୍ତି ହୁଏ । ଯାହା ଆଗେ ସବୁ ତୁଚ୍ଛ, ସବୁ ଅସାର।


କଲେଜ ପାଖରେ ସବୁଦିନ ପରି ଭିଡ। ସମସ୍ତେ ନିଜ ନିଜ କାମରେ ମସଗୁଲ। ଗୁପଚୁପ ଵାଲାକୁ ଘେରି ରହିଛନ୍ତି ଦଳେ ଝିଅ। ମହୁଫେଣାକୁ ମହୁମାଛି ଘେରିଲା ପରି । ସମୟ ବୋଧେ ସାଢ଼େ ଗୋଟେ ପାଖାପାଖି ହେବ । ଶୁଭମ ବାଇକ ପାର୍କ କଲା କଲେଜ ପାଖ ଚା' ଦୋକାନକୁ ଲାଗି ଚାଳିଆରେ । ଗାଡି ଆଇନାରେ ନିଜକୁ ସାଜଡି ନେଇ, ବ୍ୟାଗରୁ ବାହାର କଲା, ସଜଫୁଟା ଗୋଲାପଟିଏ ।

"S - ଗୋଟେ ଫୁଲପକା ରୁମାଲ୍ ର ଗପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ