
ହଁ....
ପୁନିଅଁରେ ଜହ୍ନ ଗୋଲ ହୁଏ
ଗୋଲ୍ ଗୋଲ୍ ଆଖିରେ ଅଞ୍ଜନ ନାଏ
କବାଟ ଫାଙ୍କରୁ ଦାଣ୍ଡକୁ ଚାହିଁ
ଗୁଣୁଗୁଣୁ ହେଇ ଗୀତ ଗାଏ
ଲୋକେ କୁହନ୍ତି
ସେଇଟା କବିତା ହୁଏ ।
ହଁ...
ପୁନିଅଁ ରେ ଜହ୍ନ ଗୋଲ୍ ହୁଏ
ସରୁ ଓଠ ଧାରେ
ଚେନାଏ ଶିମିଳି ତୁଳାକୁ
ଆକାଶରେ ଫୁଙ୍କିଦିଏ,
"ପୁନିଅଁରେ ଜହ୍ନ ଗୋଲ ହୁଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |