ପାଉଣା

ସ୍ମିତା ଡ୍ର ଖୋଲି ଦେଖିଲା, ସେଥିରେ ଦୁଇଟା ଲଫାପା ଥିଲା, ଓ ଗୋଟିଏ ହାତରେ ଧରି ଦେଖିଲା, ସେଥିରେ ଅନେକ ଗୁଡିଏ ଗୋଲାପୀ ନୋଟ। ହାତରେ ଲଫାପା ଧରି ସେ ସୁଜୟ ଆଡକୁ ଚାହିଁଲା, ପ୍ରଶ୍ନିଳ ଦୃଷ୍ଟିରେ...


ଏକ ବହୁତଳ ବିଶିଷ୍ଟ ଦାମୀ ହୋଟେଲର, ସୁସଜ୍ଜିତ କୋଠରୀର ଝରକାରେ ଲାଗିଥିବା ନୀଳ ରଙ୍ଗର ପରଦା ଆରପଟୁ ଖରା ପଡୁଥିଲା, ଫୁଲେଇ ହୋଇ। ସ୍ମିତା ଉଠିପଡ଼ି ନିଜ ପିନ୍ଧା ଲୁଗା ସାଉଁଟିଲା। ଅନ୍ତଃ ବସ୍ତ୍ର ପିନ୍ଧି ସାରି ଶାଢ଼ୀ ପିନ୍ଧିଲା, ଦର୍ପଣ ଆଗରେ ଠିଆ ହୋଇ ଟିକିଲି ସଜାଡ଼ିଲା, କଟି ଯାଏ ଲମ୍ବିଥିବା ତା ସୁନ୍ଦର କେଶ କୁ ଗଭା କରି ବାନ୍ଧି ନେଲା। ସୁଜୟ ନିଦ ମଳମଳ ଆଖିରେ

"ପାଉଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ