ମୌସୁମୀ : ଆଷାଢ଼ୀ ଆଳାପ

ମୌସୁମୀ ଭାରି ଖୁମାଣୀ | କିନ୍ତୁ ଭାରି ଚୁଲୁବୁଲି, ସେ ଆନମନା କରେ, ଅଥୟ କରିନିଏ ଛାତି ତଳୁ ସାଇତା ପ୍ରୀତିକୁ, ତା ପାଇଁ ଅନ୍ତଃସଲିଳା ହୋଇ ପ୍ରେମ ଧରାଟେ ବହି ଚାଲେ |


ଏଇ ଶୁଣୁଛ ମୌସୁମୀ ଆସିଛି ଆଷାଢ଼ୀ ଆକାଶରେ ତମ ଗାଁ ନଈପଠା ବିଲଗୋହିରୀରେ ପାଣି କାଦୁଅରେ ଓଦା ସରସର ହୋଇ ତୃଷିତ ତମ ମନରେ କାମନାର ନିଆଁ ଲଗେଇ ସେ ହସୁଛି ବିଜୟୋଲ୍ଲାସର ହସ ସେ କି ଜାଣେ ତମେ ମଗ୍ନ ତପସ୍ୱିନୀଟିଏ ସିନ୍ଧୁକୁ ଶୋଷି ନେଇପାର ନୀରବେ ଆଖି ବନ୍ଦ କରି ।

"ମୌସୁମୀ : ଆଷାଢ଼ୀ ଆଳାପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ