ଜହ୍ନ ଲୋ !!!
ତୋ ବୋଉ ସିନା
ତୋତେ ତାଟି ପକେଇ
ଲୁଚେଇ ରଖିଛି ଗମ୍ଭୀରା ଘରେ,
ତୋତେ ଝୁରି ହେଉଛି
ସାପୁଆ ନଈ, କଣ୍ଟେଇ କୋଳି
ଆମ୍ବୁଲ ଖଟା ଆଉ ବେସର ଶିଳ
ତୋ ନାଁ ରେ ଗାଆଁ ରେ ପଡ଼ିଛି ଚହଳ
ଜହ୍ନ କୁଆଡେ ବାସୁଛି ବଉଳ ବଉଳ ।।
ଉଆଁସ
"ମେଘ ପୁନେଇଁର ଜହ୍ନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |